ଶେଷ ହେଲା ସଂସଦର ଶୀତକାଳୀନ ଅଧିବେଶନ

ନୂଆଦିଲ୍ଲୀ: ଆଜି ସଂସଦର ଶୀତ ଅଧିବେଶନର ୧୮ତମ ତଥା ଶେଷ ଦିନ ଥିଲା। ଶେଷ ଦିନରେ ସଂସଦରେ ଅନେକ ଆଲୋଚନା ଏବଂ ପ୍ରଶ୍ନର ଉତ୍ତର ଦିଆଯିବାର ଥିଲା। କିନ୍ତୁ ଲୋକସଭା ଓ ରାଜ୍ୟସଭାରେ ଆଜି ଗୃହକାର୍ଯ୍ୟ ଆରମ୍ଭ ହୋଇନଥିଲା। ବାଚସ୍ପତି ଓମ ବିର୍ଲା ଲୋକସଭାରେ ଶୀତ ଅଧିବେଶନ ବିଷୟରେ ବିସ୍ତୃତ ସୂଚନା ଦେବା ସହ ଉତ୍ତେଜନା ହେତୁ ସଂସଦର୧୮ଘଣ୍ଟା ୪୮ମିନିଟ୍ ନଷ୍ଟ ହୋଇଥିବା କହିଥିଲେ। ଅନ୍ୟପକ୍ଷରେ ରାଜ୍ୟସଭାରେ ଗୃହକାର୍ଯ୍ୟ ଆରମ୍ଭ … Continue reading ଶେଷ ହେଲା ସଂସଦର ଶୀତକାଳୀନ ଅଧିବେଶନ